କବିତା: ହନୁମାନ ଜୟନ୍ତୀ

✍🏾ତ୍ରିନାଥ ପଟ୍ଟନାୟକ

ଓଡ଼ିଆ ନବବର୍ଷ ଆଜି ଆମର
ଆସ ସଭିଏଁ ହେବା ଏକ
ପ୍ରିୟ ଦିନ ଏ ଅଟେ ହନୁମାନ ଜୟନ୍ତୀ
ଶ୍ରଦ୍ଧାଳୁ ହେଲେଣି ଭାବୁକ ।।

Omkar Vasthu
Omkar Vasthu

ଏ ତ ହନୁମାନ ଜୟନ୍ତୀ ପାଳନ୍ତି
ଓଡିଶାର ପ୍ରିୟ ଦିନ
ସଭିଁଙ୍କୁ କରୁଣା କର ହେ ହନୁମାନ
ପୂଜନ୍ତି ଓଡିଶା ଜନ ।।

Pearl dental clinic
Near Ashish Medical Store, Bhawanipatna

ନବ ପଞ୍ଜିକା ଆଜି ହେବ ଉନ୍ମୋଚନ
ସଭିଁଙ୍କ ଭାଗ୍ୟ ହେଉ ଉଦୟ
ଗୁହାରୀ ଘେନ ହେ ହନୁମାନ ଠାକୁର
ହରଣ କର ଦୁଃଖ,ଦାରୁଣ, ଭୟ ।।

Udyog Nursery
Udyogi Nursery

ଆଜ ତୁମ ପୂଜା ହେ ହନୁମାନ ଠାକୁର
କ୍ଷୀର,ଦହି ସାଥେ ହେବ ପଣା
ପିଇବା ସଭିଏଁ ପଣା ହେ ସଙ୍ଗାତ
ନ ହେବା ଆଉ ଯେ ବାଟବଣା ।।

ଅଧ୍ୟାପକ ତଥା କବି
ଗ୍ରାମ: ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା: କୋରାପୁଟ
ମୋ:9438362172

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.