ନୂଆପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ : ପ୍ରସନ୍ନ ପାଢୀ ସଭାପତି, ଅଶ୍ୱିନୀ ବାଗ ସମ୍ପାଦକ 

ନୂଆପଡା,୩୧/୩ : ନୂଆପଡା ଜିଲ୍ଲା ଓକିଲ ସଂଘ ସଭାଗୃହ ଠାରେ ରାଜ୍ୟ ଆଇନଜିଵୀ ପରିଷଦର ନିର୍ଦେଶ କ୍ରମେ ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତି କ୍ରମେ କ୍ଷୀତିଶ ବୋଧଙ୍କର (ସିତୁ ବୋଧଙ୍କର ) ନିର୍ବାଚନ ଅଧିକାରୀ ଦାଇତ୍ୱ ତୁଲାଇ ଥିଲେ । ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ପ୍ରସନ୍ନ କୁମାର ପାଢ଼ୀ, ଉପସଭାପତି ଚନ୍ଦ୍ରହାସ ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ବାଗ, ସହ ସମ୍ପାଦକ ଗୌରୀଶଙ୍କର ଶତପଥୀ, କୋଷାଧକ୍ଷ ବିକାଶ କୁମାର ସୋନୀ ନିର୍ବାଚିତ ହୋଇଥିଲେ । ଆଇନଜିବୀ ଅମିତାଭ ବୋଷ ଓ ରାଜେନ୍ଦ୍ର ଅଡ଼ବାଙ୍ଗ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । 

Omkar Vasthu
Omkar Vasthu
Report by : Mahendra kumar Bag (Rahul)

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

https://chat.whatsapp.com/IBSnOQ6qsPPJUVoq1ko4wG

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.