୪୬ ବର୍ଷରେ ସେଁପୁର ସାର୍ବଜନୀନ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ଗ୍ରାମପଞ୍ଚାୟତରେ ସାର୍ବଜନୀନ ଦୁର୍ଗାପୂଜା ୪୬ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ଏଠାରେ ସୁନ୍ଦର ସୁନ୍ଦର ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆକର୍ଷଣୀୟ ସାଜସଜ୍ଜା ଯୋଗୁଁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ରାଜେଶ ପ୍ରସାଦ ସାହୁ, ପ୍ରଫୁଲ୍ଲ ପ୍ରଧାନ, ଭିକାରି ଚରଣ ସାହୁ, ଯୋଗୀରାମ ବାଗ, ଜୟଦେବ ସାହୁ, ବାଞ୍ଛାନିଧି ମିଶ୍ର, ଶଶିଭୂଷଣ ପ୍ରସାଦ ସାହୁ, କ୍ରିଷ୍ଣା ବାଗ, ତାପସ କୁମାର ପ୍ରଧାନ, ପ୍ରଶନ୍ନ ବାଗ, ଯଶୋବନ୍ତ ବାଗ, ହରି ବାଗ, ଜନାର୍ଦ୍ଦନ ବାଗ, ଜିବର ଧନ ଗହୀର, ମହେନ୍ଦ୍ର ବଛା, ଛନ୍ଦାଚରଣ ବାଗ, ରୋହିତ କୁମାର ସାହୁ, ଶିବା ବାଗ, ମନନ୍ଧର ଗହୀର, ଭୀମସେନ ପାରି, ରମେଶ ବାଗ, ମାନଗୋବିନ୍ଦ ମାଝୀ, ସୁଧାଂଶୁ ଶେଖର ସାହୁ, ସୁଶାନ୍ତ କୁମାର ସାହୁ, ସୁଶାନ୍ତ ମାଝୀ, କିଶୋର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.