ଶିଳ୍ପଭିତ୍ତକ ଜ୍ଞାନ ଆହରଣ କରିବା ପାଇଁ ବ୍ୟାଙ୍କ ପରିଦର୍ଶନ କଲେ ଦନ୍ତେଶ୍ବରୀ ହାଇସ୍କୁଲର ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ଯାଳୟ ର ଉଭୟ ନବମ ଓ ଦଶମ ଶ୍ରେଣୀର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଛାତ୍ରଛାତ୍ରୀମାନେ ବେହେରା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଶିଳ୍ପଭିତ୍ତକ ଜ୍ଞାନ ଆହରଣ କରିବା ପାଇଁ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିବା ବେଳେ ବ୍ଯାଙ୍କ କର୍ମଚାରୀ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.