ନୂଆପଡ଼ା ଡିଷ୍ଟିକ ସିଭିଲ ବାର ଏସୋସିଏସନର ନିର୍ବାଚନ ଫଳାଫଳ ଘୋଷଣା 

ସୁଶାନ୍ତ ପତି ସଭାପତି, ସଞ୍ଜୟ ପାଣିଗ୍ରାହୀ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଡିଷ୍ଟିକ ସିଭିଲ ବାର ଏସୋସିଏସନର ନିର୍ବାଚନ ପ୍ରକ୍ରିୟାର ଫଳାଫଳ ଘୋଷଣା ହୋଇଛି। ଏସୋସିଏସନର ନୂତନ ସଭାପତି ଭାବେ ସୁଶାନ୍ତ କୁମାର ପତି ଓ ସମ୍ପାଦକ ଭାବେ ସଞ୍ଜୟ ପାଣିଗ୍ରାହୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଉପସଭାପତି ଭାବେ ପ୍ରବୀଣ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀବତ୍ସ ମଲ୍ଲିକ, କୋଷାଧକ୍ଷ ଭାବେ ଭୁବନେଶ୍ୱର କଲସାଇ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଘାସିରାମ ମାଝୀ, ବିଶ୍ୱମଣୀ ପାଣିଗ୍ରାହୀ, ଦେବଦତ୍ତ ଦୀକ୍ଷିତ, ହରିଶ ପଟେଲ, ଡମ୍ବରୁଧର ସାହୁ, ଦିଲେଶଦାଶ ଯାଦବ, ପୁନମ ସାହୁ ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.