କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: କଳିଙ୍ଗା ବିଏଡ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ୍ କୁମାର ଦାସ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ବିଚିତ୍ର କୁମାର ବେହେରା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର ରଣା ଏବଂ ମୁଖ୍ୟ ବକ୍ତା ରୂପେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସଦାନନ୍ଦ ମେହେର, ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରି ସେ ଏହି ଚିତ୍ର କଳା ପ୍ରଦର୍ଶନି ବିଷୟରେ ଆଲେଖ ପାତ କରିଥିଲେ। ଚିତ୍ରକାରମାନେ ଇଶ୍ବରଙ୍କୁ ସେମାନଙ୍କ ଆତ୍ମା ​​ସହିତ ଏକତ୍ର କରି ଏପରି ସୁନ୍ଦର ଚିତ୍ର ତିଆରି କରିଥାଆନ୍ତି ପିଲାମାନଙ୍କୁ ବୁଝାଇ ଥିଲେ । ଏହି ଚିତ୍ର କଳା ଅବସରରେ ଏହି ମହାବିଦ୍ୟାଳୟ ର ସମସ୍ତ ପିଲାମାନଙ୍କୁ Incredible India, Womens Empowermen, Save Water save life, Clean India Green India, Swachh Bharat, Save Energy, Global Warming, No Smoking, Gender Equality, Quality Education, Rufugee ଏହି ସବୁ ବିଷୟକୁ ନେଇକି ଏକ ଚିତ୍ର କଳା ର କାଯ୍ୟକ୍ରମ ଆୟଜନ କରାଯାଇଥିଲା। ଉକ୍ତ କାଯ୍ୟକ୍ରମ ରେ ୭୦ ଜଣ ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଚିତ୍ର କଳା ସୃଷ୍ଟି କରି ପରିବେଷିତ କରିଥିଲେ ।ଏହି କାଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଆସିଷ୍ଟାଣ୍ଟ ପ୍ରଫେସର ସୌମୟରଞ୍ଜନ ନାୟକ ଏବଂ ସୁବ୍ରତ ପାଢ଼ୀ ସୋହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.