ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ଦାବି: ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ସ୍ମାରକ ପତ୍ର 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହରରେ ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣା, ସହରର ପ୍ରମୁଖ ସ୍ଥାନରେ ସିସି କେମେରା ଲଗେଇବା, ନାବାଳକଙ୍କ ଅତି ଦ୍ରୁତ ଗାଡି ଚଲେଇବା, ଟ୍ରାଫିକ ବ୍ୟବସ୍ଥା ନ ମାନିବା ଏପରି ବିଭିନ୍ନ ଦାବିକୁ ନେଇ ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ବଣିକ ସଂଘ ସମ୍ପାଦକ ପ୍ରଭାତ କୁମାର ଦାଶ, ବ୍ରାହ୍ମଣ ସମାଜ ସଭାପତି ଶାନ୍ତନୁ ଯୋଶୀ, କୋଷାଧକ୍ଷ କୁଵଲେ ପାଣିଗ୍ରାହି, ସମାଜସେବି ଲଳିତ ଅଗ୍ରୱାଲ, ଗୋପାଳ ମିତ୍ତଳ, ଜିତେନ୍ଦ୍ର ଶର୍ମା, ସୁରେନ ଗୋଏଲ, ଭାରତ ମୁଣ୍ଡ ଦୀପ୍ତି ମୁଣ୍ଡ, ପ୍ରଶାନ୍ତ ନିଆଲ, ମିକୁନ ପଟନାୟକ, ସ୍ୱରାଜ ଅଗ୍ରୱାଲ ଆଦି ଜୁନାଗଡ଼ ବଣିକ ସଙ୍ଘ, ବ୍ରାହ୍ମଣ ସମାଜ ଆଦି ବିଭିନ୍ନ ସଂଗଠନ ତରଫରୁ ଏହିସବୁ ଦାବିକୁ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେବ ସହିତ ଆଲୋଚନା କରିଥିଲେ। ଅତିଶୀଘ୍ର ଏହିସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.