ଖଡ଼ିଆଳରେ ଶଙ୍ଖ ଧ୍ବନି: ବାଜି ମାରିଲେ ଅଧିରାଜ ମୋହନ ପାଣିଗ୍ରାହୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବାଜି ମାରିଲା ବିଜେଡ଼ି। ବିଜୁ ଜନତା ଦଳର ଅଧିରାଜ ମୋହନ ପାଣିଗ୍ରାହୀ ବିଜୟୀ। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ହିତେଶ କୁମାର ବଗର୍ତ୍ତିଙ୍କୁ ୯୬୧୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେଡ଼ିର ଅଧିରାଜ ମୋହନ ପାଣିଗ୍ରାହୀ ୯୩୨୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ହିତେଶ କୁମାର ବଗର୍ତ୍ତି ୮୩୬୨୮ ଓ କଂଗ୍ରେସର କମଲ ଚରଣ ତାଣ୍ଡି ୧୩୩୩୦ ଖଣ୍ଡ ଭୋଟ ପାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.