ଜିକିଯା ହେଲଥ କେୟାର ପ୍ରା.ଲି. ପକ୍ଷରୁ ରକ୍ତ ଦାନ ଶିବିର : ୨୭ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର,୫/୩ : ଭୀମଭୋଇ ମେଡିକାଲର ରକ୍ତ ଭଣ୍ଡାରରେ ଜିକିଯା ହେଲଥ କେୟାର ପ୍ରାଇଭେଟ ଲିମିଟେଡ଼ ତରଫରୁ କୁମାର ଗୌରବ ରଥ ଓ ସୁରେଶ ନାୟକକଂ ନେତୃତ୍ୱରେ ୧୦୮ ଓ ୧୦୨ ଆମ୍ବୁଲାନ୍ସର ସମସ୍ତ ଡ୍ରାଇଭର ଓ ଜିକିଯା ହେଲତ କ୍ୟାରର କର୍ମକର୍ତା ମାନେ ରକ୍ତ ଦାନ କରିଥିଲେ । ଶେଷରେ ୨୭ ୟୁନିଟ ରକ୍ତ ସଂଗ୍ରହ କରା ଯାଇ ଥିଲା । ରୋଗୀକୁଂ ସେବା ଯୋଗାଇ ଦେବା ସଙ୍ଗେ ସଙ୍ଗେ ରକ୍ତ ଅଭାବରୁ ଆସନ୍ନ ମୃତ୍ୟୁ କୁ ଯାଉଥିବା ରୋଗୀ କୁଂ ରକ୍ତ ଦାନ କରି ଉଜୁଡିଯାଉଥିବା ପରିବାରକୁ ସଜାଡ଼ିବାରେ ରକ୍ତ ଦାନ ଏକ ମହତ ପଦକ୍ଷେପ । ଏହି ରକ୍ତ ଦାନ ଶିବିର ଆୟୋଜନ କରି ଏକ ପ୍ରୟାସ ଜାରି ରଖିଛି ସଂସ୍ଥା ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.