ବଲାଙ୍ଗିର ଡିଆରଡିଏ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଦିବସ ପାଳିତ

ବଲାଙ୍ଗିର,୫/୩ : ସ୍ଥାନୀୟ ଡିଆରର୍ଡିଏ କାର୍ଯ୍ୟଲୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଯାଇଛି। ଯେଉଁଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ଅନୁଷ୍ଟିତ ହୋଇଥିବା ସଭାରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା। ଏବଂ ବହୁ ସଂଖ୍ୟାରେ ପ୍ରଶାସନିକ ଅଧିକାରୀ ଙ୍କ ସହ କର୍ମ୍ମୀ ଓ ଜିଲ୍ଲା ର ସମସ୍ଥ ଗ୍ରାମାଞ୍ଚଳ ଗୁଡିକରୁ ପ୍ରତିନିଧି ଯୋଗ ଦେଇଥିଲେ। ଏବଂ ଆଗାମୀ ଦିନ ଗୁଡିକରେ ଏ ଜିଲ୍ଲା ର ଗ୍ରାମାଞ୍ଚଳ ର ଉନ୍ନତି ପଥେ କାର୍ଯ୍ୟକାରୀତା କୁ ନେଇ ଆଲୋଚନା ମଧ୍ୟ ହୋଇଥିଲା।

ବଲାଙ୍ଗୀରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.