ସଡ଼କ ଦୁର୍ଘଟଣାରେ ଯୁବକ ମୃତ

କଳାହାଣ୍ଡି,୧/୬(ହେମନ୍ତ ସାହୁ):ବିଶ୍ୱ ମହାମାରୀ କରୋନାର ପ୍ରକୋପରେ ଏବେ ସାରା ଜଗତ ଉବୁଟୁବୁ ହେଉଥିବାବେଳେ କୋହଳ ହେଉଛି ଲକଡ଼ାଉନ। ଏବେ ସଡ଼କରେ ପୁଣିଥରେ ଦ୍ରୁତ ଗାଡ଼ି ଚାଳନା ଆରମ୍ଭ ହେଇଯାଇଛି। କିଛି ସମୟ ପୂର୍ବରୁ ମ.ରାମପୁର-ରିଷିଡ଼ା ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ଛକରୁ ମାତ୍ର ପାଂଚଶହ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଇଛି।

Omkar Vasthu
Omkar Vasthu

ସୂଚନା ମୁତାବକ ଡ଼ମ୍ବକର୍ଲାଖୁଂଟା ପଂଚାୟତ ପୋଢେଲକୋନା ଗ୍ରାମର ଘାସିରାମ ପାତ୍ରଙ୍କ ପୁତ୍ର ପୂର୍ଣ୍ଣ ପାତ୍ର(୩୭) କୌଣସି କାମରେ ମ.ରାମପୁରକୁ ଆସି ଫେରୁଥିବାବେଳେ ପାଜିବାହାଲି ଛକରୁ ପାଂଚ ଶହ ମିଟର ଦୂରରେ ଥିବା ଏକ ଗଛ ଗଣ୍ଡିରେ ପିଟି ହେଇ ଘଟଣାସ୍ଥଳରେ ହିଁ ପ୍ରାଣ ହାନୀ ଘଟିଛି। ସେ ଏହି ବାଇକଟି (ହିରୋ ସ୍ପ୍ଲେଣ୍ଡର୍) ଗତ କାଲି କିଣିଥିବାବେଳେ ଆଜି ତାଙ୍କର ଏଇ ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.