ବିଜେପୁର ପଞ୍ଚାୟତର ୧୮ ଜଣ ନୂତନ ହିତାଧିକାରୀ ପାଇଲେ ବାର୍ଦ୍ଧକ୍ୟ ଭତ୍ତା

ଲାଞ୍ଜିଗଡ: ସାମାଜିକ ନିରାପତ୍ତା କ୍ରମରେ ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ୧୮ ଜଣ ନୂତନ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି।

Omkar Vasthu
Omkar Vasthu


ଗୁରୁବାର ଦିନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକର ପୁର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ସମିତି ହରିଶ୍ଚନ୍ଦ୍ର ପୂଜାରୀ, ବିଜେପୁର ପଞ୍ଚାୟତ ନିର୍ବାହି ଅଧିକାରୀ ଦିଲ୍ଲୀପ ସା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.