ଭାରସାମ୍ୟ ହରାଇ ଘର ଭିତରକୁ ଧସେଇ ପସିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ

କଳାହାଣ୍ଡି: ଆଜି ନର୍ଲା ଚାରିଛକର ଶମ୍ଭୁ ଜଡ଼ାଙ୍କ ଘର ଭିତରକୁ ଏକ ଥଣ୍ଡା ବୋଝେଇ ଟ୍ରକ (ଗାଡି ନଂ OR 08D8133) ଭାରସାମ୍ୟ ହରାଇ ଧସେଇ ପଶି ଯାଇଛି। ପ୍ରତାକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାଇ ଜଣେ ଟିଭିଏସ ଗାଡି ଚାଳକକୁ ବଞ୍ଚାଇବାକୁ ଯାଇ ଏହି ଭଳି ଦୁର୍ଘଟଣା ଘଟିଛି। ଭାଗ୍ୟ ବଶତଃ କେହି ମୃତାହତ ହୋଇ ନଥିବା ବେଳେ ଟିଭିଏସ୍ ଚାଳକ ଓ ଆରୋହୀ ଗୁରୁତର ଆହତ ହୋଇ ଥିବାବେଳେ ଟ୍ରକ ଡ୍ରାଇଭର ନର୍ଲା ଥାନାରେ ଅଟକ ଅଛି। ସ୍ଥାନୀୟ ପୋଲିସ ସହ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Omkar Vasthu
Omkar Vasthu

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.