ଭାଲୁମୁଣ୍ଡା – ମହିଖଣ୍ଡ ରାସ୍ତାରେ ଦୂର୍ଘଟଣା : ୨ ଆହତ, ଜଣେ ଗୁରୁତର

ତୁରେକେଲା/ବଙ୍ଗୋମୁଣ୍ଡା,୧୫/୪ : ବଲାଂଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ହାଇସ୍କୁଲ ପାଖରେପାଖରେ ଆଜି (ସୋମବାର) ରାତ୍ର ୭ଟା ରେ ଦୁଇବାଇକ ମୁହଁ ମୁହିଁ ହେବାରୁ ଜଣେ ଗୁରୁତର ଓ ଦୁଇ ଆହତ ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ବଙ୍ଗୋମୁଣ୍ଡା ବ୍ଳକ ବେଳପଡା ପଞ୍ଚାୟତର ଚାଉଳିଆ ଗାଁର ଶିକ୍ଷୀତ ବରିହା ବୋଲି ଜଣାପଡିଛି । ଆହତ ଦୁଇ ଜଣ ଜୁରାବନ୍ଦ ଗାଁର ଜଣାପଡିଛି । ସ୍ଥାନୀୟ ଲୋକେ ଦୂର୍ଘଟଣାଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇ ଚିକିତ୍ସା ଚାଲିଥିବା ଜଣାପଡିଛି । 

Omkar Vasthu
Omkar Vasthu
ତୁରେକେଲା ପ୍ରତିନିଧି ଡୋଲାମଣୀ ବନଛୋରଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.