ରାଇଟ୍ ଟୁ ଫାଇଟ୍ ଗୃପର ବୈଠକ

ଧର୍ମଗଡ,୨୫/୧୧:

କଳାହାଣ୍ଡି ଜିଲ୍ଲା ଧର୍ମଗଡ ପାରଦେଶ୍ବର ମନ୍ଦିର ଠାରେ ରାଇଟ୍ ଟୁ ଫାଇଟ୍ ଗୃପ୍ ର ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡର ବିଭିନ୍ନ ସମସ୍ୟା ସହ ବିଦ୍ୟୁତ , ପାନୀୟ ଜଳ ଯୋଗାଣ , ରାସ୍ତାଘାଟ , ସଟ୍ଟା ଓ ଜୁଆ କାରବାର ସହ ଭଣ୍ଡାର ଘରେନ୍ ମନ୍ଦିରର ଚତୁଃର୍ପାଶ୍ବ ସଫାସୁତୁରା ରଖିବା ଉପରେ ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ଧର୍ମଗଡର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଆଗଭର ହୋଇଥିବା ରାଇଟ୍ ଟୁ ଫାଇଟ୍ ଗୃପର ସଦସ୍ୟ ମାନଙ୍କ ଉଦ୍ୟମକୁ ଅଞ୍ଚଳର ବିଭିନ୍ନ ମହଳରୁ ପ୍ରଶଂଶା କରାଯାଇଛି ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.