କୋକସରା ଥାନା ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

କୋକସରା,୯/୫ : ପ୍ରଚଣ୍ଡ ରୌଦ୍ର ତାପରେ ସିଝୁଛି କଳାହାଣ୍ଡି । ତାପମାତ୍ରା ୪୩ ଡିଗ୍ରୀ ପାର ହୋଇ ସାରିଲାଣି । ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ଥ ହୋଇ ପଡିଥିବା ସମୟରେ ପଥିକଙ୍କ ପାଇଁ ଜଳଛତ୍ରର ବ୍ୟବସ୍ଥା କରିଛି କୋକସରା ଥାନା । ଆଜି (ଗୁରୁବାର) ଥାନା ପରିସରରେ ଜଲଛତ୍ରର ଶୁଭାରମ୍ଭ କରିଛନ୍ତି କୋକସରା ଥାନାଧିକାରୀ ଉତ୍ତମ କୁମାର ସାହୁ ।  ଏସ.ଆଇ ହାନ୍ନା ମିଞ୍ଜ, ଏ.ଏସ.ଆଇ ସୁରେନ୍ଦ୍ର ମୋହନ ସିଂ ଓ ବୁଲୁ ସେଠୀ, ସୁଧାଶୁଂ ଶେଖର କୁମ୍ଭାର ଓ ଅନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ପରିଚାଲନାରେ ସହଯୋଗ କରିଥିଲେ। ପୋଲିସ ପ୍ରଶାସନର ଏହି ଉତ୍ତମ କାର୍ଯ୍ୟଧାରାକୁ ସାଧାରଣରେ ପ୍ରଶସାଂ କରିବା ସହ ଧନ୍ୟବାଦ ଜଣେଇଛନ୍ତି।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.