କବିତା : ଫଳ ପାଚିଥିଲା

 

ଫଳ ପାଚିଥିଲା

Omkar Vasthu
Omkar Vasthu

ହାତକୁ ଆସିବାର ଥିଲା

Pearl dental clinic
Near Ashish Medical Store, Bhawanipatna

ଦୁରୁ ଜଣା ପଡୁଥିଲା

Udyog Nursery
Udyogi Nursery

କିଛି ଲୋକ ଦେଖିଲେ

ଆଉ କିଛି କହିଲେ ବି

ହାତ ମେଲେଇ ବସିଥିବା ମଣିଷଟି

ଭାଗ୍ୟବାନ ହେବାର ଥିଲା

ହେଲେ ଓଲଟି ଗଲା

ହାତ ମୁଦି ବସିଥିବା

ମାହାଳିଆ ଲୋକଟିର

ଦୁଇଟି ପାଦ ସନ୍ଧିରେ

ମାତ୍ର ସେ ଫଳଟି ପଡି

ଅଟକି ରହିଲା ।

 

 

ପାଖ ଲୋକମାନେ

ହତଚକିତ ହେଲେ

ଉପାୟ ଶୂନ୍ୟରେ 

ମିଳାଇ ଗଲା

ଆଶାର ହିମାଳୟ ଶିଖରରେ

ମୁଣ୍ଡ ଟେକି ଠିଆ ହୋଇଥିବା

ସରଳ ମଣିଷ ଜଣକର

ପାଦ ତଳ ମାଟି ଧସିବାକୁ ଲାଗିଲା ।

 

 

ସୁଧାଂଶୁ ଶେଖର ପାତ୍ର

ପ୍ରଶାନ୍ତି ଭୂମି, ଖସିଗୁଡା, ଚିଲିଗୁଡା, କଳାହାଣ୍ଡି -୧୪

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.