ଅଲ୍ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନର ଚତୁର୍ଥ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଭବାନୀପାଟଣା ଟାଉନହଲ ଠାରେ ଅଲ ଓଡ଼ିଶା ସିଡୁଲ୍ କାଷ୍ଟ ଫେଡରେସନର ଚତୁର୍ଥ ପ୍ରତିଷ୍ଠା ଦିବସ ସଂଗଠନର ସଭାପତି ଧନଞ୍ଜୟଙ୍କ ସଭାପତିତ୍ବରେ ମହାସମାରୋହରେ ପାଳନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ପ୍ରଥମେ ଅତିଥି ମାନଙ୍କୁ ମଞ୍ଚାସୀନ କରାଯାଇଥିଲା, ତାପରେ ବାବାସାହେବ ଆମ୍ବେଦକର ଓ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ଦ୍ୱିପ ପ୍ରଜ୍ଵଳନ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।

Omkar Vasthu
Omkar Vasthu

ଏଥିରେ ବିଏସପି ରାଜ୍ଯ ସଭାପତି ଟଙ୍କଧର ବାଗ, ବିଏମପି ରାଜ୍ଯ ସଭାପତି ଗଙ୍ଗାଧର ଜାଲ, ପୂର୍ବତନ ବିଧାୟକ ଅନାମ ନାଏକ,ଜିଲ୍ଲା କୋଷାଧ୍ଯକ୍ଷ ବିଜୟ ରାଜ ଶିଖା,ସମ୍ପାଦକ ଇନ୍ଦ୍ରମଣି ବାଗ, କେସିଙ୍ଗା ବ୍ଳକ ସଭାପତି ତେଜରାଜ ବେହେରା, ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍, ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ, କେସିଙ୍ଗା ଏନ୍ ଏ ସି ସଭାପତି ବିଷ୍ଣୁ ମଙ୍ଗରାଜ, ଥୁଆମୂଳ ରାମପୁର ବ୍ଳକ ସଂଯୋଜକ ଯୌବନ ନାଏକ, ଜୁନାଗଡ ବ୍ଳକ ସଂଯୋଜକ ରୋହିତ ଛତ୍ରୀଆ, ଜୁନାଗଡ ଏନ୍ ଏ ସି ସମ୍ପାଦକ ସୁନ୍ଦର ଲାଲ କୁମାର, ଭବାନୀପାଟଣା ବ୍ଳକ ସଂଯୋଜକ ନିରାକାର ବାଗ, କୋକସରା ବ୍ଳକ ସଂଯୋଜକ ଭୁଜ ଛତ୍ରୀଆ,କର୍ଲାମୁଣ୍ଡା ବ୍ଲକ ମହିଳା ସଂଯୋଜିକା ରିନା କୁମାର ପ୍ରମୁଖ ମଞ୍ଚାସିନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଶତ୍ରୁଘ୍ନ ନାଏକ ଓ ବଳରାମ ଦୁର୍ଗା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.