କହିଲି ମୁଁ କେତେ ମତେ
ସୁଧାଂଶୁ ଶେଖର ପାତ୍ର
କହିଲି ମୁଁ କେତେ ମତେ ଶୁଣିଲନି କଥା ଏକା ଥରେ ଭାଙ୍ଗିଦେଲ ସମ୍ପର୍କର ରାସ୍ତା ।
ଖୀର ନୀର ପରି ମିଳିମଶି ରହିଥିଲୁ
ସମୟର ତାଳେ ତାଳେ ବାଟେ
ଚାଲୁଥିଲୁ ।
କୁଟାଖିଅ ପରି ଏବେଘୂରୁଅଛି ଖାଲି
ଭାବି ପାରିଲିନି ଜମା ଦେଲ
ଦୂରେ ଠେଲି।
ତମର ଅସଲ ରୂପ ଚେତାଇଲା ମୋତେ ଗୁଣର ଆଦର ନାହିଁ
ଏ ରଙ୍ଗ ମୂଲକେ।