ଅପରାଧ ନିୟନ୍ତ୍ରଣକୁ ପ୍ରାଧ୍ୟାନ ଦିଆଯିବ -ଏସପି ବଲାଙ୍ଗିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ଜିଲାର ନୂଆ ଏସ୍‌ପିି ଭାବେ ଅଭିଲାଷ ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି ଋଷିକେଶ ଖିଲାରୀଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ ଏସ୍‌ପିି ଅଭିଳାଷ କହିଛନ୍ତି ଯେ, ବଲାଙ୍ଗୀର ଏକ ଐତିହାସିକ ଏବଂ ପ୍ରମୁଖ ଜିଲା। ଜିଲାରେ ଆଇଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ ମହିଳା ସୁରକ୍ଷା, ବିଶେଷ କରି ମହିଳାଙ୍କ ସମ୍ପର୍କିତ ଅପରାଧ ଏବଂ ସାଇବର ଅପରାଧ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ମାଓବାଦୀ ମୁକାବିଲା ନେଇ କଡା ଆଭମୁଖ୍ୟ ଗ୍ରହଣ କରାଯିବ । ନୂଆ ଏସ୍‌ପି ଅଭିଳାଷ ଜୀଙ୍କ ଯୋଗଦାନ କରିବା ପରେ ବଲାଙ୍ଗୀର ପୋଲିସ ବିଭାଗର ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.