ମା ଚଣ୍ଡୀ ମନ୍ଦିର ଓ ମାଝୀ ମଝେନଙ୍କ ବିଘ୍ରହ ପ୍ରତିଷ୍ଠା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତର ଦସମତି ସାଗରରେ ଅବସ୍ଥିତ ମା ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଓ ମାଝୀ ମଝେନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇ ଯାଇଛି। ଚଣ୍ଡୀ ମନ୍ଦିର କର୍ତ୍ତା ଭାବରେ ଗୋବିନ୍ଦ ଝଙ୍କାର ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ଝଙ୍କାର ଥିବାବେଳେ ମାଝୀ ମଝେନ ର କର୍ତ୍ତାରେ ଡ଼ିକି କୁଅର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ କୁଅର, ସୁନ୍ଦରାକାଣ୍ଡ ପରାୟଣରେ ଆଦିତ୍ୟ ଭୋଇ ଉଦ୍ୟମା ଭୋଇ ରହିଥିଲେ। ଆଖ ପାଖର ଅଂଚଳର ବହୁତ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ପୂଜକ ଦାୟିତ୍ୱରେ ଦାମୋଦର ଯୋଶୀ ପୂଜା କାର୍ଯ୍ୟ ତୁଲାଇ ଥିଲେ। ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନ କରିଥିଲେ ସମସ୍ତ ଗ୍ରାମବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.