ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଜୁନାଗଡ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ମାନଙ୍କ କୃତିତ୍ବ

ଜୁନାଗଡ,୨୪/୮ : ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ଉପଖଣ୍ଡ  ସ୍ଥରୀୟ (ସଂକୁଳ) ଜ୍ଞାନ ବିଜ୍ଞାନ ମେଳାରେ ଜୁନାଗଡ ସରସ୍ବତୀ ଶିଶୁ ମନ୍ଦିରର ପଞ୍ଚମ ଶ୍ରେଣି ର ଛାତ୍ରୀ ଅର୍ଚିତା ଦାଶ ପିତା ସଞ୍ଜୀବ ଦାସ, ଶୋଭାନା ବାରିକ ପିତା ଅଜିତ ବାରିକ, ଓମ୍ ଶର୍ମା ପିତା ଅନିଲ ଶର୍ମା ମିଳିତ ଭାବେ ଭାଗ ନେଇ ନିଜ ପାରଦର୍ଶିତା ପ୍ରତିପାଦିତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଛାତ୍ରୀ ମାନେ ନିଜ ସ୍କୁଲ ଅଞ୍ଚଳ ଏବଂ ପରିବାରକୁ ଗୌରବାନ୍ବିତ କରିଥିବାରୁ ଜୁନାଗଡର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।  

Omkar Vasthu
Omkar Vasthu
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.