ନକଲି ଶିକ୍ଷକ ଧରା ଅଭିଯାନ : ଏବେ ଯାଞ୍ଚ ହେବ ଜାତିଗତ ପ୍ରମାଣ ପତ୍ର 

କଳାହାଣ୍ଡି/କର୍ଲାମୁଣ୍ଡା ,୨୬/୮ : କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ଧରା ଅଭିଯାନରେ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରେ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପୁଣି ଜାତି ଗତ ପ୍ରମାଣ ପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଓଡିଶା ସରକାରଙ୍କ ଗଣ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୧୬୭୦୪୧ ତା ୦୭.୦୮.୨୦୧୯ ରିଖ କର୍ଲାମୁଣ୍ଡା ବିଇଓଙ୍କ ପାଖରେ ପହଞ୍ଚିଛି । ଫଳରେ ଏହି ବ୍ଲକରେ ନକଲି ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରି ହାତେଇ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu
Report : Nabin Kishor Sahu & Balkumar Sahu odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.