ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ବୟାଳିଶ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟ ପୂଜା ଭବନରେ ଆଜି ଜାତିର ପିତା ମହତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସମ୍ପାଦକ ମହାନ୍ ସାମାଜିକ କର୍ମୀ ସାରସ୍ଵତ ସାଧକ ନାରାୟଣ ଚନ୍ଦ୍ର ମହାନ୍ତି ଓ଼ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି ।





