ସଇଁତଲା ପଞ୍ଚାୟତରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ 

ସଇଁତଲା,୨/୧୦ : ଆଜି ଦେଶସାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହେଉଛି । ସେହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି । ସରପଞ୍ଚ ଭୀମସେନ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ସମ୍ମାନୀତ ଅତିଥି ଭାବରେ ସତ୍ୟ ନାରାୟଣ ବେହେରା ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ମାନଙ୍କ ମଧ୍ୟରେ ବିବେକାନନ୍ଦ ଯୁବ ସଂଘର ସଭାପତି ଚନ୍ଦ୍ର ଚନ୍ଦନ, ଯୁବ ନେତା ରଜତ ପଟ୍ଟନାୟକ, ପ୍ରମୋଦ ବୈଠାରୁ, ଗଣେଶ ଜାଲ, ସାରଦା ନନ୍ଦ, ସୁରେଶ ନନ୍ଦ, ଧନେଶ୍ୱର ପୋଢ଼, ଉମେଶ ସାହୁ, ବିନୟ ଭୋଇ, ବୀରେନ ସାହୁ, ବରିଷ୍ଠ ଆଇନଜୀବି ରାଧେଶ୍ୟାମ ସାହୁ, ସମାଜ ସେବୀ ବଜରଙ୍ଗ ଲାଲ ଅଗ୍ରୱାଲ, ସୁଶାନ୍ତ ଦୋରା, ରାଜେଶ ସାହୁଙ୍କ ସମେତ ଓଏଲଏମ ସଂଘର ଝରଣା ବୈକାର, ନମିତା ପୃଷେଠ, ସୁନିତା ନନ୍ଦ ଓ ଅଞ୍ଚଳର ଶତାଧିକ ବୁଦ୍ଧିଜିବୀ ମାନେ ଯୋଗ ଦେଇଥିଲେ |

Udyog Nursery
Udyogi Nursery

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.