ଲାଞ୍ଜିଗଡ ରୋଡ ସଟ୍ ଡାଉନ୍

ଲାଞ୍ଜିଗଡ,୭/୬: ଆଜି (ରବିବାର) ସକାଳ ୬ ଘଣ୍ଚାରୁ ଲାଞ୍ଜିଗଡ ରୋଡରେ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟ୍ ଡାଉନ୍ । ଏହା ଆସନ୍ତା ୯ ତାରିଖ ମଙ୍ଗଳବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଞ୍ଚଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ଲାଞ୍ଜିଗଡରୋଡ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ ।

Udyog Nursery
Udyogi Nursery

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡରୋଡର ପତ୍ର ସଂଖ୍ୟା – ୬୧ ରେ ଏନେଇ ସୂଚିତ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଜୁନ ୭ ତାରିଖ ରବିବାର ସକାଳ ୬ ଘଣ୍ଟା ଠାରୁ ଜୁନ ୯ ତାରିଖ ମଙ୍ଗଳବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡରୋଡ ପଞ୍ଚାୟତ ସଟ୍ ଡାଉନ୍ ରେ ରହିବ । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.