ଗୁଡଭେଲା/ସଇଁତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭେରୁଆଭଟା ଗ୍ରାମର ରେବତୀ ସାହୁ ବଜ୍ରାପାତରେ ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସେ ଆଜି ବିଲକୁ ଯାଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଏଥିରେ ପୁଅ ଭିଭି ସାହୁ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।
ଗୁଡଭେଲା ପ୍ରତିନିଧି ରାମ ପ୍ରସାଦ ସେଲମାଙ୍କ ରିପୋର୍ଟ OdiaBarta.in
lick here to get 24×7 News & Views alerts
https://facebook.com/odiabarta