ନବରଙ୍ଗପୁର, ୧୧/୧୧:
ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ, ସୁସାହିତ୍ଯିକ ତଥା ସଂଗଠକ କବି ଲଳିତ ମୋହନ ପଟ୍ଟନାୟକ ଆମ ଗହଣରେ ଆଉ ନାହାନ୍ତି। ଚନ୍ଦ।ହାଣ୍ଡି ଘାଟିଠାରେ ବସ୍ ଓଲଟି ତାଙ୍କ ସହ ଆଉ ଦୁଇଟି ପ୍ରାଣ ଚାଲିଯାଇଛି।