ଇଚ୍ଛାପୁରରେ ଗଜଲକ୍ଷ୍ମୀ ପୂଜା

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗାଦିବ୍ରହ୍ମ ପୂଜା କମିଟି ତରଫରୁ ମାଣବସା ଶେଷ ଗୁରୁବାର ଠାରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ପାରମ୍ପରିକ ରୀତିନୀତି ଅନୁଯାୟୀ ୭ ଦିନ ଧରି ମା ଲକ୍ଷ୍ମୀଙ୍କ ପୂଜା ହେବାପରେ ୧୪ ତାରିଖ ଦିନ ଭସାଣି କାର୍ଯ୍ୟକ୍ରମ ରହିଛି। ଏହି ପୂଜା ୧୯୯୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ବର୍ତ୍ତମାନ ୩୦ତମ ବର୍ଷରେ ପଦାର୍ପଣ କରିଛି। ଏହି ବର୍ଷ ନବଗ୍ରହ ବିଷୟ ବସ୍ତୁରେ ମେଢ ଗଢାଯାଇଛି। ଲକ୍ଷ୍ମୀପୂଜା ପାଇଁ ଇଚ୍ଛାପୁର ଗ୍ରାମ ଉତ୍ସବମୁଖର ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.