ଫନି ଦୁର୍ଗତଙ୍କ ପାଇଁ ସହଯୋଗର ହାତ ବଢାଇଲେ ଅମ୍ବାଦଲା ଅନୁସୂଚିତ ଜନଜାତି ଓ ଜାତି ଉଚ୍ଚ ବିଦ୍ୟାଳୟ କର୍ମଚାରୀ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୨୪ ହଜାର ୫୦୦ ଟଙ୍କା

Omkar Vasthu
Omkar Vasthu

ରାୟଗଡ,୧୨/୫ : ସାମୁଦ୍ରିକ ଝଡ ଫନି ବିଗାଡିଦେଇଛି ଉପକୂଳ ଓଡିଶାର ଚିତ୍ର । ଏହି ବାତ୍ୟା ଯୋଗୁଁ ବହୁ କ୍ଷୟ କ୍ଷତି ହେବାସହ ଅଣ୍ଟା ସଳଖି ପାରୁ ନାହାନ୍ତି ସେଠାକାର ସାଧାରଣ ଜନତା । ସେହି ବାତ୍ୟା ଦୂର୍ଗତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି  ମୁନିଗୁଡା ବ୍ଲକ ଅଧିନସ୍ଥ ଅମ୍ବାଦଳା ଠାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସହୃଦୟରେ “ଫନି” ବାତ୍ୟାର ଦୁର୍ଗତଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସି ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି ସମୁଦାୟ ୨୪ ହଜାର ୫୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ରାୟଗଡ ଜିଲ୍ଲା ଶିକ୍ଷାଧିଶ ଶ୍ୟାମଘନ ଭୂୟାଁଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.