ହାତୀଖୋଜ ବେଲସାପଡାରେ ଚନ୍ଦନ ଯାତ୍ରା

କେସିଙ୍ଗା,୧୭/୫ : କଳାହାଣ୍ଡି ଜିଲ୍ଲା କେସିଙ୍ଗାବ୍ଲକ ସ୍ଥିତ ହାତୀଖୋଜ ବେଳସାପଡା ଠାରେ ୪୩ବର୍ଷ ହେଲା ଚାଲୁରହିଥିବା ଚନ୍ଦନଯାତ୍ରା ଗତ ୧୨ ତାରିଖଠାରୁ ଆରମ୍ଭ ହୋଇ ଥିବାବେଳେ ଆଜି ରାତିରେ ଉଦ୍ଜାପିତ ହେବ । ଏହି ନାଟକକୁ ପ୍ରଥମକରି ଆରମ୍ଭ କରିଥିଲେ ସିଦ୍ଧେସ୍ବର ସାହୁ । ନାଟକରେ ଅଭିନୟ କରୁଥିବା ବ୍ୟକ୍ତି ମାନେହେଲେ ବିରାଟ – ଲିଙ୍ଗରାଜ ସାହୁ, ବିରାଟରାଣୀ – ଜଗବନ୍ଧୁ , କିଚକ -ଅଲେଖ, ଶୈରେନ୍ଦ୍ରୀ -ଲାଲ, ଦ୍ଵାରି – ଦିଲୀପ, ଓ ଭୀମସେନ – ବୁଧଦେବ ବାରିକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୌରାଣିକ ମତାମତ ଅନୁସାରେ ବିରାଟରାଜା ଏହି ଯାତ୍ରାକୁ ଆରମ୍ଭ କରିଥିଲେ । ଏହିଯାତ୍ରାକୁ ଆରମ୍ଭ କରିବାପାଇଁ କୁନ୍ତଘଟ ରାଜାଙ୍କୁ କହିଥିଲେ, ବିରାଟ ରାଜାଙ୍କ ଶଳାଙ୍କୁ ନିମନ୍ତ୍ରଣ କରିଥିଲେ ଓ ସେଆସିବା ପରେଏହି ନାଟ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ଭୀମସେନଙ୍କ ସହ ଯୁଦ୍ଧ ହୋଇ କିଚକ ପ୍ରାଣତ୍ୟାଗ କରିଥିଲେ ବୋଲି ଜଣାଯାଏ । ଆୟୋଜକ କମିଟିର ପଞ୍ଚୁ, ଲିଙ୍ଗ, ଚାନ୍ଦୁଲାଲ, ସୁବାଷ, ଶୁକଦେବ, ରାଜେନ୍ଦ୍ର, ଭବାନୀ, ଚନ୍ଦନ, ଭିକାରି ସାହୁ ପ୍ରମୂଖ ସହଯୋଗ କରୁଛନ୍ତି । 

Udyog Nursery
Udyogi Nursery

 

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.