ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ମେଘୁଆ ପାଗ ସହ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଝାଉଁ ବଣର ପ୍ରାକୃତିକ ଚିତ୍ରପଟ୍ଟ ଲୋକଙ୍କ ମନ ମୋହୁଛି।