କାଳୀ ପୂଜା ନିମନ୍ତେ ମଝିପଡ଼ା ପୂଜା ମଣ୍ଡପରେ ଶୁଭ ସ୍ତମ୍ଭ ସ୍ଥାପନା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାର୍ଵ ଜନୀନ ମାଁ କାଳୀ ପୂଜା ଉପଲକ୍ଷେ ସୋନପୁର ମଝିପଡ଼ା କାଳୀ ପୂଜା ମଣ୍ଡପରେ ମାଁଙ୍କ ପୂଜା ପାଇଁ ଶୁଭ ସ୍ତମ୍ବ ସ୍ଥାପନା କରାଯାଇଛି l ପୂଜକ ଚୈତ୍ୟନ୍ୟ ପୂଝlରୀଙ୍କ ଦ୍ୱାରା ରୀତି ନୀତି ସହ ମାଙ୍କ ଫଟୋ ଚିତ୍ରରେ ପୂଜା କରାଯାଇ ମଣ୍ଡପ ଆଗରେ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଛି l ଏହାପରେ ମାଙ୍କ ମୃଣ୍ମୟୀ ମୁର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୂଜା କମିଟିରୁ ପ୍ରକାଶ l ରାମଧୁନ କ୍ଲବ ମଝିପଡ଼ା ଦ୍ୱାରା ଆୟୋଜିତ ଏହି ଶୁଭ ଉତ୍ସବରେ କମିଟି ଉପଦେଷ୍ଟା ତଥା ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, କ୍ଲବର ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପିୟୁଷ ପଣ୍ଡା, କ୍ଲବ ସମ୍ପାଦକ ବିକାଶ ପଣ୍ଡା, ବରିଷ୍ଠ ସଦସ୍ୟ ଭୋକଡୋ ସ୍ୱାଇଁ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ରଂଜିତ ସାହୁ, , ଗୋପାଳ ମେହେର, ସାନନ୍ଦ ନେଗୀ, ସତ୍ୟ ଦେହୁରୀ, ସୁବାସ ବିଶ୍ୱାଳ, ଦିଲ୍ଲୀପ ସାହୁ, ସିକୁନ ନାଏକ, ୟାସିନ ମହମ୍ମଦ ଓ କାଳୀ ପୂଜା କମିଟି ର ସଭାପତି ପୁରେନ୍ଦ୍ର ନାଏକ, ସମ୍ପାଦକ ବୁବୁନ ନାଏକ, ଉପ ସଭାପତି ସୁରଜ ସାହୁ, କୋଷାଧକ୍ଷ ରାଜୀବ ସାହୁ ପ୍ରମୁଖ ରାମଧୁନ କ୍ଲବ ଓ କାଳୀ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.