ବଲାଂଗିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବଲାଂଗିର,୪/୭ : ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବଲାଂଗିର ସହରରେ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ମନ୍ଦିରରେ ଶ୍ରୀଜିଉ ମାନଙ୍କ ନିତିକାନ୍ତି ସଂପନ୍ନ ହେବାପରେ ଅପରାହ୍ନରେ ପରଂପରା ଅନୁକ୍ରମରେ ମହାପ୍ରଭୂ ମାନଙ୍କୁ ରଥାରୁଢ କରାଯାଇ ରଥଟଣା ଯାଇଥିଲା । ଭକ୍ତଙ୍କ ଗହଣରେ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଛେରା ପହଣ୍ଡି ସେବା ରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ ।

ବଲାଙ୍ଗୀର ରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.