ଲୋକସଭାରେ ସା଼ଂସଦ ଉଠାଇଲେ ସୋନପୁର -ସମ୍ବଲପୁର ନୂତନ ରେଳ ଲାଇନ୍ ପ୍ରସଙ୍ଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଲୋକସଭାରେ ଉଠିଲା ସମ୍ବଲପୁର-ସୋନପୁର ରେଳ‌ ଲାଇନ ପ୍ରସଙ୍ଗ। ଅନେକ ଦିନରୁ ଥିବା ଜନସାଧାରଣଙ୍କ ଏହି ଦାବିକୁ ଖୁବ ସୁନ୍ଦର ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମାନ୍ୟବର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ସହ ଖୋର୍ଦ୍ଧା ବଲାଙ୍ଗିର ରେଳପଥର ଶୀଘ୍ର ରୁ ଶୀଘ୍ର ସମ୍ପୂର୍ଣ୍ଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଯାହାକି ଅତ୍ୟନ୍ତ ଖୁସିର କଥା।

Omkar Vasthu
Omkar Vasthu

ସେଥିପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସଭାପତି ସିତାଂଶୁ ଶେଖର ମିଶ୍ର ମାନ୍ୟବର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇବା ସହ ବାସ୍ତବିକ କ୍ଷେତ୍ରରେ ଏହାକୁ କିଭଳି ସମ୍ଭବ କରାଯାଇ ପାରିବ ସେଥିପାଇଁ ସମସ୍ତ ନେତୃବର୍ଗ ଉଦ୍ୟମ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.