ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ଏକ ୯ ଟିକିଆ ହାତୀପଲ ସଇନ୍ତଳା ବ୍ଲକ ଡେଙ୍ଗ ପଞ୍ଚାୟତର ବୁଡ଼ା, ବ୍ରାହ୍ମଣୀ ଗ୍ରାମରେ ରହିଥିଲେ। ଭୋରରେ ରେ ଲାନ୍ତ ନଦୀ ଡେଇଁ କୁଇକେଡ଼ା ପଞ୍ଚାୟତର ସିକାପତ୍ରାପାଲି ଗ୍ରାମକୁ ଯାଇ ଗୋଳାବାରୁଦ କାରଖାନା ପରିସର ସେଠାରୁ ରେଳ ଲାଇନ୍ ପାରିହୋଇ ବଡ଼ମାଳ ଡ଼ମାଳ ଗୋ କାରଖାନା ପରିସରକୁ ପ୍ରବେଶ କରିଥିବା କାରଖାନାର କିଛି ଲୋକ ଦେଖିଥିଲେ। ଏନେଇ କାରଖାନା ପ୍ରଶାସନକୁକୁ ଜଣାଇବାରୁ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିବା କାରଖାନାର ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଦିଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି। ହାତୀର ଗତିବିଧି ଉପରେ ନଜର ରଖାଯାଇଥିବା ବଡ଼ମାଳ ବନ ବିଭାଗ ତରଫରୁ ସୂଚନା ଅନୁସାରେ ପିପିଲିବନ୍ଦ ସିକେରରେ ହାତୀପଲ ଗ୍ରାମ ନିକଟରେ ଥିବା ଜଣାପଡ଼ିଛି।