ଜୁନାଗଡ,୧୫/୮ : କଳାହାଣ୍ଡି ଜିଲା ଜୁନାଗଡ ଏନଏସି ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମେତ ଲଙ୍କେଶ୍ୱରୀ କ୍ଲଵ, କଳାହାଣ୍ଡି ଚିତ୍ରଶିଳ୍ପୀ ସଂଘର ୭୩ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ସେ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ବାସୀ ତଥା ସମସ୍ତ ଭାରତ ବାସୀକୁ ଶୁଭେଚ୍ଛା ଜଣାଇଥିଲେ ।