ଯୁବକଙ୍କ ଆତ୍ମହତ୍ୟା !

କାରଣ ଅସ୍ପଷ୍ଟ, ସାଇଣ୍ଟିଫିକ ଟିମ୍ ଏବଂ ପୋଲିସର ତଦନ୍ତ ଜାରୀ

କୋକସରା: ଆମପାଣି ଥାନା କାଉଡୋଳା ଗ୍ରାମ ଠାରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା l କାଉଡୋଳା ଗ୍ରାମର ଜଣେ ଯୁବକ ସୁଧୀର ସତନାମୀ ଆତ୍ମହତ୍ୟା କରିଥିବା ଆମପାଣି ପୋଲିସ ପକ୍ଷରୁ ସୂଚନା ମିଳିଛି। ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରୀ ରଖି ଶବ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ସୂଚନା ଦେଇଛନ୍ତି। ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଫ୍ଟ ଥିବା ଆମପାଣି ପୋଲିସ ପକ୍ଷରୁ ସୂଚନା ମିଳିଛି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.