କର୍ଲାମୁଣ୍ଡାରେ ପାଣି ପଞ୍ଚାୟତ ପକ୍ଷ

କର୍ଲାମୁଣ୍ଡା,୨୦/୧: କର୍ଲାମୁଣ୍ଡା ବ୍ଲକ ସଦର ପ୍ରକଳ୍ପ କମିଟି ଗୃହ ଠାରେ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇ ଯାଇଛି। ଏ ଅବସରରେ ପାଣି ପଞ୍ଚାୟତ ଅଧ୍ୟକ୍ଷ ଶେଷଦେବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚିମାଞ୍ଚଳ ଜଳସେଚନ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଶତପଥି, ସମ୍ମାନୀତ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ, ସହକାରୀ ନିର୍ବାହି ଯନ୍ତ୍ରୀ ଅମୀୟ ସାମଲ, ଉମେଶ ପ୍ରସାଦ ପଟ୍ଟନାଏକ, ଶିର୍ଷକମିଟି ସଂପାଦକ ବିଷ୍ଣୁ ମାଝି, ଦୟାସାହୁ ଓ ମୁଖ୍ୟବକ୍ତା ଭାବେ ମ ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇ ଚାଷି ମାନଙ୍କ ପାଇଁ କିପରି ସଠିକ ମାର୍ଗରେ ପାଣି ପହଞ୍ଚି ପାରିବ ଓ ଚାଷି କିପରି ଉନ୍ନତି କରିବେ ସେ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଅଶୋକ ଖମାରି । ଉତେଇ ଜଳ ସେଚନ ବିଭାଗ ଓ ପାଣି ପଞ୍ଚାୟତ କମିଟି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.