ବଲାଂଗିର ବିଜୁ ଯୁବ ସମାବେଶରେ ମୂଖ୍ୟମନ୍ତ୍ରୀ : ରାଜେନ୍ଦ୍ର କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା

ବଲାଂଗିର,୨୪/୧: ବଲାଂଗିର ଠାରେ ଆଜି ବିଜୁ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଯୁବ ସମାଜକୁ ଦିଗଦର୍ଶନ ପ୍ରଦାନ କରିଛନ୍ତି । ସେବା ଯୁବକଙ୍କ ପରିଚୟ ହେଉ, ସେବା ହେଉ ଓଡ଼ିଆ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ୍‌ ଦେଇଛନ୍ତି। ଏହି ସମାରୋହରେ ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଘୋଷଣା କରିଥିଲେ ।

ବଲାଂଗିରରୁ ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.