କବିତା: ବିଛେଇ ହେଇ ପଡ଼ୁଚି ଜୀବନ

Omkar Vasthu
Omkar Vasthu

✍🏾ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

କାଇଁକି ସେ ଛାପ
ଛିଡ଼ୁନି ମନରୁ !
ଚିରୁନି ଚିତ୍ର
ମନ ର ଖାତା ରୁ !
ଜୀବନ
କେମିତି ନଈ ହେଇ
ବହି ଯାଉଚି ।
ବିଛେଇ ହେଇ ଯାଉଚି
ଜହ୍ନରାତି ହେଇ ॥
ସୁଶୀତଳ ଓ କୋମଳ
ଜହ୍ନରାତି ॥

Pearl dental clinic
Near Ashish Medical Store, Bhawanipatna
କୋଲନରା,ରାୟଗଡ଼ା ଜିଲ୍ଲା
ମୋ:୮୯୧୭୩୨୪୫୨୫

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.