ନୂଆପଡା ଠାରୁ ବରଗଡ଼ ୧୪୨ କିମି ରେଳପଥ ନିର୍ମାଣ ପାଇଁ ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆପଡା: ପୂରଣ ହେଲା ବହୁ ଦିନର ଦାବୀ। ନୂଆପଡାରୁ ବରଗଡ଼ ଜିଲ୍ଲାକୁ ଦୀର୍ଘ ୧୪୨ କିମି ରେଳପଥ ନିର୍ମାଣକୁ ଅନେକ ସାମାଜିକ, ରାଜନୈତିକ ଦଳ ଓ ସ୍ଥାନୀୟ ଅଂଚଳ ବାସୀ ଦାବୀ କରି ଆସି ଥିଲେ। କିନ୍ତୁ ବିଭିନ୍ନ ସମୟ ରେ ଏହି ପ୍ରସ୍ତାବ ର ଅନୁମୋଦିତ ହୋଇ ପାରୁ ନ ଥିଲା। ତେବେ ଏହି ଦୀର୍ଘ ଦିନ ର ସମସ୍ୟା ର ସମାଧାନ ହୋଇଛି।

Omkar Vasthu
Omkar Vasthu


କେନ୍ଦ୍ର ସରକାର ଏହି ପ୍ରସ୍ତାବରେ ମୋହର ମାରିଛନ୍ତି। ଏହି ରେଳପଥ ଦ୍ୱାରା ନୂଆପଡା, ପାଇକମାଲ, ପଦ୍ମପୁର, ସୋହେଲା ଅଂଚଳର ଲୋକେ ବିଶେଷ ଭାବେ ଲାଭବାନ ହେବେ। ଗତକାଲି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏ ନେଇ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.