ମ.ରାମପୁର ବ୍ଲକ: ପ୍ରଥମ ଦିନରେ ୧୪ ପ୍ରାର୍ଥୀପତ୍ର ଦାଖଲ

କଳାହାଣ୍ଡି, (ହେମନ୍ତ ସାହୁ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ । ଆଜିଠାରୁ ହିଁ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଗୁଡ଼ିକରେ ଆରମ୍ଭ ହେଇଗଲାଣି ସରଗରମ ରାଜନୀତି । ତେବେ ଆଜି ପ୍ରଥମ ଦିବସରେ ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନେ ଫର୍ମ ସଂଗ୍ରହ କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ଆଜି ପ୍ରଥମ ଦିନରେ ମ.ରାମପୁର ବ୍ଳକର ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତରେ ଜଣେ ସରପଞ୍ଚ, ସାଇଦଲଙ୍ଗା ଏବଂ ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତର ଦୁଇଜଣ ସମିତି ସଭ୍ୟ ଏବଂ ୧୧ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.