ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁରର ନେତାଜୀ କ୍ଲବ ଆନୁକୂଲ୍ୟରେ ଗ୍ରାମ୍ୟ ପୋଖରୀ ସଫାଇ କରାଯାଇଛି । ଅନୁଷ୍ଠାନର ସଭାପତି ବିଜନ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ସଫେଇ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଦୀପ ପଧାନ, ଅନୁଷ୍ଠାନର ସଦସ୍ୟ ସୁଶାନ୍ତ ବିଶ୍ୱାଳ, ଅଜିତ ପଧାନ, ରିଙ୍କୁ ପଧାନ, ବିନୋଦ ପଧାନ, ଗୋବିନ୍ଦ ବିଶ୍ୱାଳ, କୈଳାସ ପଧାନ, ସୁଦର୍ଶନ ଦଣ୍ଡସେନା, ରାତିଲାଲ ଦଣ୍ଡସେନା, ଗୋଲୁ ଦଣ୍ଡସେନା, ଗୁଣ ଦଣ୍ଡସେନା, ବୁଲୁ ବିଶ୍ୱାଳ, ପିଣ୍ଟୁ ବିଶ୍ୱାଳ, ସନ୍ତୁ ବିଶ୍ୱାଳ, ସଚିନ ପଧାନ, ବବୃ ସାହୁ, ଦୀପକ ମାଝୀ, ଲିପୁନ ପୋଢ, ମୁନୁ ପଧାନ, ସୁବ୍ରତ ପଧାନ ଏବଂ ନେତାଜୀ କ୍ଲବର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ଯୁବକ ସଂଘର ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।