ମତଦାନ କଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା 

ନୂଆପଡା,୧୧/୪ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ନୂଆପଡା ସଦର ସ୍ଥିତ ବଳକ ଉଚ୍ଚ ବିଦ୍ୟାଳୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମତଦାନ କରିବା ପାଇଁ ମଧ୍ୟାନ୍ନରେ ଆସି ପହଞ୍ଚିଥିଲେ । ସେ କଳାହାଣ୍ଡି ଲୋକସଭାର ବିଜେପି ପ୍ରାର୍ଥୀ ଅଟନ୍ତି । ଶ୍ରୀ ପଣ୍ଡା ସପରିବାର ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ବର୍ତମାନ ମାଧ୍ୟାର୍ଣ୍ଣ ହୋଇ ଯାଇଥିଲେ ମଧ୍ୟ ସଦର ସିରତୋଲ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଠାରେ ଯୁବ ଓ ମହିଳା ବର୍ଗ ର ଅନେକ ଭୋଟର ଭୋଟ କେନ୍ଦ୍ରକୁ ଆସି ମତଦାନ କରିବାର ନଜର ରେ ଆସିଛି ।

Omkar Vasthu
Omkar Vasthu
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.