ଶିକ୍ଷାବର୍ଷ ୨୦୨୧-୨୨ ସରକାରୀ ବୃତ୍ତି ପରୀକ୍ଷାରେ ମ.ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୧୦୦% ସଫଳତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀଙ୍କ ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣ ଯାଇଛି । ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତିରେ

୧-ସ୍ପନ୍ଦନ ଶ୍ରୀୟମ, ୩ୟ ଶ୍ରେଣୀ

୨-କରନ ରାଉତ, ୩ୟ ଶ୍ରେଣୀ

୩-ଅର୍ଚ୍ଚିତା ସାହୁ, ୩ୟ ଶ୍ରେଣୀ

୪-ଦିବ୍ଯା ଦିପାନ୍ବିତା, ୫ମ ଶ୍ରେଣୀ

୫-ପ୍ରତ୍ଯାଷା ପ୍ରିୟଦର୍ଶିନୀ ହୋତା, ୫ମ ଶ୍ରେଣୀ

୬-ପ୍ରତ୍ଯାଷା ପଣ୍ଡା, ୫ମ ଶ୍ରେଣୀ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏଣୁ ପରିଚାଳନା କମିଟିର ସଭାପତି ଅଶ୍ୱିନୀ କୁମାର ପଣ୍ଡା, ସଂପାଦକ ରଜନୀ କାନ୍ତ ମହାଖୁଡ, କୋଷାଧ୍ୟକ୍ଷ ହେମନ୍ତ ସାହୁ, ପ୍ରଧାନ ଆଚାର୍ଯ୍ୟ କିଶୋର କୁମାର ତ୍ରିପାଠୀଙ୍କ ସମେତ ଆଚାର୍ଯ୍ୟ/ ଆଚାର୍ଯ୍ୟା ସମସ୍ତ କୃତୀ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.