ଶ୍ରୀଶ୍ରୀ ନିଳକଣ୍ଠେଶ୍ବର ପିଠରେ ମହାବିଷୁବ ସଂକ୍ରାନ୍ତି

କୋକସରା,୧୪/୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟି ନିଳକଣ୍ଠେଶ୍ବର ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଭକ୍ତିମୟ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ  ନିଳକଣ୍ଠେଶ୍ବର ମହାଦେବ ଓ ପାର୍ଶ୍ବଦେବାଦେବୀ ମାନଙ୍କ ପୂଜାର୍ଚ୍ଚନା ସହ ପଣାଲାଗି ହୋଇଥିଲା ।

Omkar Vasthu
Omkar Vasthu

ମନ୍ଦିରରେ ନୂତନ ପଞ୍ଜିକା ପଠନ ସହ ଓଡିଆ ନବବର୍ଷ ପାଳିତ ହୋଇଥିଲା । ପୂଜା ଶେଷରେ ସମସ୍ତଙ୍କୁ ଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲେ । ଆଜି ଦିନତମାମ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ଲାଗି ରହିଥିଲା ।

Pearl dental clinic
Near Ashish Medical Store, Bhawanipatna
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.