୬ ପୁଲିଂ କର୍ମଚାରୀ ସସପେଣ୍ଡ

ବରଗଡ଼,୧୯/୪ : ୬ ଜଣ ପୋଲିଂ କର୍ମଚାରୀଙ୍କୁ ବରଗଡ଼ ଜିଲ୍ଲାପାଳ ସସପେଣ୍ଡ କରିଛନ୍ତି । ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ସସପେଣ୍ଡ କରାଯାଇଛି । ସସପେଣ୍ଡ କର୍ମଚାରୀଙ୍କ ମଧ୍ୟରେ ୩ ପ୍ରିଜାଇଡିଂ ଓ ୩ ସେକ୍ଟର ଅଫିସର ଅଛନ୍ତି । ସେମାନେ ହେଲେ ୬୮ ନଂ ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ୨୩୫ ନଂ ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ୨୩୫ ନଂ ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୧୬ ନଂ ବୁଥର ପ୍ରିଜାଇଡିଂ ଅଫିସର ରାତମ ସେଠୀ ଓ ଉକ୍ତ ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.