ଘର ଭିତରକୁ ପସିଲା ସାରଳା ବସ୍ : କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଜନତା

ବଲାଙ୍ଗୀର,୨୧/୪ : ତୁରେକେଲା ବ୍ଲକ ଅନ୍ତର୍ଗତ ଧାମନଡଙ୍ଗାର କନ୍ଦବାହାଲ ଠାରେ ଘଟିଛି ଅଭାବନିୟ ଘଟଣା । ଭୂବନେଶ୍ବର ଠାରୁ ଖଡିଆଳ ଆସୁଥିବା ସମୟରେ କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାସ୍ତା ପାର୍ଶ୍ବରେ ଥିବା କନ୍ଦବାହାଲ ର ଏକ ଘର ଭିତରକୁ ପସିଯାଇଛି ସାରଳା ବସ୍ (ଓଡି ୦୨ ଏୟୁ ୮୧୯୯) ।ଏନେଇ ଘର ମାଲିକ ଓ ସ୍ଥାନୀୟ ଗ୍ରାମବାସୀ ମାନେ କ୍ଷତିପୂରଣ ପ୍ରଦାନ ଦାବିରେ ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଜାତାୟତ ଠପ୍ ହୋଇଯାଇଥିବା କାରଣରୁ ଶତାଧିକ ଗାଡିର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଘଟଣାରେ କୌଣସି ଜନଜୀବନ ନଷ୍ଟ ହୋଇନଥିବା ସୁଚନା ଦେଇଛନ୍ତି ସ୍ଥାନୀୟ ଲୋକେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସ୍ବତନ୍ତ୍ର ପ୍ରତିନିଧି ରାମନାରାୟଣ ବାଗ ଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.