24x7News&Views
ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟରେ ପବିତ୍ର ଅଶୋକାଷ୍ଟମୀ ପାଳିତ ହୋଇଯାଇଛି l ଏ ଉପଲକ୍ଷେ ଖଲ୍ଲିକୋଟ ଠାରେ ଥିବା ବିଜେ ବରାଳ ବାଲୁକେଶ୍ଵର ମହାଦେବଙ୍କୁ ନିରାଡ଼ମ୍ବର ସହକାରେ ସହର ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିର କୁ ଯାଇ ହରି – ହର ଭେଟ କରାଯାଇଥିଲା l
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛